ସ୍କ୍ରିନ୍ ରିଡର୍ ପାଇଁ ପ୍ରବେଶ

ସରକାରୀ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ୍, ତାଲଚେରର ୱେବସାଇଟ୍ ବିଶ୍ୱ ବ୍ୟାପୀ ୱେବ୍ କନ୍ଟେଣ୍ଟ ଆକ୍ସେସିବିଲିଟି ଗାଇଡ୍‌ଲାଇନ୍ (WCAG) 2.0 Level AA ସହିତ ସମନ୍ୱୟ ରଖେ । ଏହା ଦୃଷ୍ଟି ଅସମର୍ଥ ଲୋକମାନେ ସ୍କ୍ରିନ୍ ରିଡର୍ ଭଳି ସହାୟକ ପ୍ରଯୁକ୍ତି ବ୍ୟବହାର କରି ୱେବସାଇଟ୍ ଅଭିଗମ୍ୟ କରିପାରିବେ । ଏହି ୱେବସାଇଟ୍ ଜିନିଷ ବିଭିନ୍ନ ସ୍କ୍ରିନ୍ ରିଡର୍ ସହିତ ଅଭିଗମ୍ୟ, ଯେପରିକି JAWS, NVDA, SAFA, ସୁପରନୋଭା ଏବଂ ୱିଣ୍ଡୋ-ଆଇଜ୍ । ନିମ୍ନଲିଖିତ ତାଲିକାରେ ବିଭିନ୍ନ ସ୍କ୍ରିନ୍ ରିଡର୍ ବିଷୟରେ ସୂଚନା ଦିଆଯାଇଛି:

ବିଭିନ୍ନ ସ୍କ୍ରିନ୍ ରିଡର୍ ସଂପର୍କିତ ସୂଚନା

ସ୍କ୍ରିନ୍ ରିଡର୍ ୱେବସାଇଟ୍ ମୂକ୍ତ / ବ୍ୟାପାରିକ
ସ୍କ୍ରିନ୍ ଆକ୍ସେସ୍ ଫର୍ ଆଲ୍ (SAFA) http://www.nabdelhi.org/NAB_SAFA.htm ମୂକ୍ତ
ନନ୍-ଭିଜୁଆଲ୍ ଡେସ୍କଟପ୍ ଆକ୍ସେସ୍ (NVDA) http://www.nvda-project.org/ ମୂକ୍ତ
ସିଷ୍ଟମ୍ ଆକ୍ସେସ୍ ଟୁ ଗୋ (SAToGo) http://www.satogo.com/ ମୂକ୍ତ

ସ୍ପିଚ୍ ରେକଗ୍ନିସନ୍ ସହଯୋଗ

ସରକାରୀ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ୍, ତାଲଚେରର ୱେବସାଇଟ୍ ବିଶ୍ୱ ବ୍ୟାପୀ ୱେବ୍ କନ୍ଟେଣ୍ଟ ଆକ୍ସେସିବିଲିଟି ଗାଇଡ୍‌ଲାଇନ୍ (WCAG) 2.0 Level AA ସହିତ ସମନ୍ୱୟ ରଖେ । ଏହା ଗତି ଅସମର୍ଥ ଲୋକମାନେ, ଦୃଷ୍ଟି ଅସମର୍ଥ ଲୋକମାନେ ଓ ବୃଦ୍ଧ ବ୍ୟକ୍ତିମାନେ ସ୍ପିଚ୍ ରେକଗ୍ନିସନ୍ ସଫ୍ଟୱେର୍ ଜଣ୍ଞା ଦ୍ୱାରା ୱେବସାଇଟ୍ ଅଭିଗମ୍ୟ କରିପାରିବେ । ଏହି ୱେବସାଇଟ୍ ଡ୍ରାଗନ୍ ନ୍ୟାଚୁରାଲି ସ୍ପିକିଂ ଓ ୱିଣ୍ଡୋସ୍ ଭିଷ୍ଟା ଓ ୭ରେ ଥିବା ସ୍ପିଚ୍ ରେକଗ୍ନିସନ୍ ସମର୍ଥନ ସହିତ ସଂଯୁକ୍ତ । ନିମ୍ନତଲା ତାଲିକାରେ ବିଭିନ୍ନ ସ୍ପିଚ୍ ରେକଗ୍ନିସନ୍ ସଫ୍ଟୱେର୍ ବିଷୟରେ ସୂଚନା ଦିଆଯାଇଛି:

ସ୍ପିଚ୍ ରେକଗ୍ନିସନ୍ ସଫ୍ଟୱେର୍ ସଂପର୍କିତ ସୂଚନା

ସ୍ପିଚ୍ ରେକଗ୍ନିସନ୍ ସଫ୍ଟୱେର୍ ୱେବସାଇଟ୍ ମୂକ୍ତ / ବ୍ୟାପାରିକ
ଡ୍ରାଗନ୍ ନ୍ୟାଚୁରାଲି ସ୍ପିକିଂ http://www.nuance.com/naturallyspeaking/products/default.asp ବ୍ୟାପାରିକ
ୱିଣ୍ଡୋସ୍ ଭିଷ୍ଟାରେ ସ୍ପିଚ୍ ରେକଗ୍ନିସନ୍ http://www.microsoft.com/enable/products/windowsvista/speech.aspx ବ୍ୟାପାରିକ
ୱିଣ୍ଡୋସ୍ ୭ ରେ ସ୍ପିଚ୍ ରେକଗ୍ନିସନ୍ http://www.microsoft.com/enable/products/windows7/ ବ୍ୟାପାରିକ